Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ବ୍ଲାକ ଫଙ୍ଗସରେ ଚାଲିଗଲା ସ୍ତ୍ରୀର ଜୀବନ: ଦୁଃଖରେ ଭାଙ୍ଗି ପଡିଥିଲେ ସ୍ୱାମୀ ଓ ୫ ପିଲା, ଶେଷରେ ହାରିଦେଲେ ଜୀବନ

24/10/2021 at 9:09 AM

କର୍ଣ୍ଣାଟକ ୨୪/୧୦: କରୋନା କାଳରେ ମାତିବାରେ ଲାଗିଛି ବ୍ଲାକ୍ ଫଙ୍ଗସ । ଏହାରି ଭିତରେ ନଜର ଆସିଛି ଗୋଟିଏ ଦୁଃଖଦ ଖବର । ବ୍ଲାକ ଫଙ୍ଗସରେ ପତ୍ନୀଙ୍କ ମୃତ୍ୟୁ ହେବା ଦୁଃଖରେ ଭାଙ୍ଗି ପଡଥିବା ଜଣେ ଅବସରପ୍ରାପ୍ତ ସୈନିକ ଏବଂ ତାଙ୍କର ପାଞ୍ଚ ପିଲା ଆତ୍ମହତ୍ୟା କରିଛନ୍ତି । ଏହି ଘଟଣା ଜିଲ୍ଲାର ହୁକେରୀ ତାଲୁକର ଏକ ଗାଁରୁ ଆସିଛି । ଶନିବାର ପୋଲିସ ଏହି ସୂଚନା ଦେଇଛି ।

ପୋଲିସ କହିଛି ଯେ ୪୬ ବର୍ଷୀୟ ଗୋପାଳ ହାଡିମାନି ଏବଂ ତାଙ୍କର ଚାରି ସନ୍ତାନ- ସୋମିଆ, ଶ୍ୱେତା, ସାକ୍ସି ଏବଂ ଶ୍ରୀଜନ ଶୁକ୍ରବାର ରାତିରେ ବିଷ ପିଇ ଜୀବନ ହାରିଛନ୍ତି । ପଡୋଶୀମାନେ ସକାଳେ ଘରର କୌଣସି ସଦସ୍ୟକୁ ଦେଖିବାକୁ ନପାଇ ସନ୍ଦେହ କରିବା ପରେ ପୋଲିସକୁ ସୂଚନା ଦେଇଥିଲେ । ପରେ ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ସମ୍ପର୍କୀୟଙ୍କୁ କହିଥିଲେ ।

ସମ୍ପର୍କୀୟମାନେ କହିଛନ୍ତି ଯେ ଜୁଲାଇରେ କୋଭିଡ -19 ପରେ ହାଡିମାନୀଙ୍କ ପତ୍ନୀ ବ୍ଲାକ ଫଙ୍ଗସରେ ସଂକ୍ରମିତ ହୋଇଥିଲେ । ଯାହାଫଳରେ ତାଙ୍କ ମୃତ୍ୟୁ ହୋଇଥିଲା । ସେ କହିଛନ୍ତି ଯେ ଏହା ଗୋପାଳଙ୍କୁ ବହୁତ ଦୁଃଖ ଦେଇଥିଲା ଏହି ଘଟଣା । ଜଣେ ସମ୍ପର୍କୀୟ ଗଣମାଧ୍ୟମକୁ କହିଛନ୍ତି ଯେ ସେ ଏବଂ ତାଙ୍କ ପିଲାମାନେ ପ୍ରାୟତ ତାଙ୍କ ପତ୍ନୀଙ୍କୁ ଝୁରୁଥିଲେ । ଏମିତେ ଭାବେ ସେମାନେ ଏପରି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି ।

   Related Posts