Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ପିତାପଲ୍ଲୀ ନିକଟରୁ ୫ ଭାଲୁ ଛୁଆ ଉଦ୍ଧାର, ରାସ୍ତା ଉପରେ ଖେଳୁଥିଲେ

22/04/2021 at 2:41 PM

ଭୁବନେଶ୍ବର ୨୨।୪: ଖୋର୍ଦ୍ଧା ପିତାପଲ୍ଲୀ ନିକଟରୁ ୫ ଭାଲୁ ଛୁଆ ଉଦ୍ଧାର ହୋଇଛନ୍ତି । ଚନ୍ଦକା ଥାନାର ପିସିଆର ପ୍ରଥମେ ଖବର ପାଇ ଭାଲୁକୁ ଉଦ୍ଧାର କରିଥିବା ଜଣାପଡିଛି । ଏହି ସ୍ଥାନଟି ଖୋର୍ଦ୍ଧା ବନଖଣ୍ଡ ଅଧିନରେ ଆସୁଛି । ଏହି ୫ ଭାଲୁ ଛୁଆକୁ ସ୍ଥାନୀୟ ଲୋକମାନେ ଦେଖିବା ପରେ ପିସିଆରକୁ ଖବର ଦେଇଥିଲେ । ପୋଲିସ ପହଞ୍ଚିବା ବେଳକୁ ସବୁ ଭାଲୁ ଛୁଆମାନେ ରାସ୍ତା ଉପରେ ଖେଳୁଥିଲେ । ବହୁ ସମୟ ପରେ ମଧ୍ୟ ସ୍ଥାନୀୟ ଲୋକ ମା’ ଭାଲୁକୁ ଦେଖିନଥିଲେ । ପ୍ରଥମେ ଭାଲୁ ଛୁଆମାନଙ୍କୁ ଓୟୁଏଟି ନିଆଯାଇ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ନନ୍ଦନକାନନ ନିଆଯିବ ବୋଲି ସୂଚନା ମିଳିଛି ।  ତେବେ ଏହି ଭାଲୁ ଛୁଆ କେଉଁ ଅଞ୍ଚଳରୁ ଆସିଛନ୍ତି ତାହା ଜଣାପଡ଼ିନାହିଁ ।

   Related Posts