Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ବାରହା ଶିକାର ପରେ ଚାଲିଥିଲା ଭାଗବଣ୍ଟା : ୫ ଜଣକୁ ମାଡିବସିଲା ବନ ବିଭାଗ, ୩ ଫେରାର

23/09/2021 at 3:53 PM

କୋରାପୁଟ ୨୩।୯: କୋରାପୁଟ ସଦର ଥାନା କଟାସ ଜାନିଗୁଡାଠାରେ ବଣ ବାରହା ଶିକାର ମାମଲାରେ ୫ ଜଣକୁ ଗିରଫ କରାଯାଇଛି। କୋରାପୁଟ ଜଙ୍ଗଲ ବିଭାଗ ପକ୍ଷରୁ ଚଢାଉ ବେଳେ ଗିରଫ ହୋଇଛନ୍ତି ୫ ଅଭିଯୁକ୍ତ। ମୃତ ବାରହା ଜବତ କରିବା ସହ ୫ ଜଣକୁ ଗିରଫ କରିଛି  ।

ନିକଟସ୍ଥ ଜଙ୍ଗଲରୁ ଶିକାର କରି ନଦୀ କୂଳରେ ଭାଗବଣ୍ଟା ବେଳେ ଅତର୍କିତ ଚଢ଼ାଉ କରିଥିଲେ ବନ ବିଭାଗର ସ୍ବତନ୍ତ୍ର ଟିମ୍ । ତେବେ ଉକ୍ତ ଘଟଣାରେ ୮ ଜଣ ଥିବାବେଳେ କେବଳ ୫ ଜଣକୁ ହିଁ କାବୁ କରିଥିଲା ଏହି ଟିମ୍ । ତିନି ଜଣ ଫେରାର ଥିବା ସୂଚନା ମିଳିଛି । କୋରାପୁଟ ସଦର ଥାନାରେ ମାମଲା ଦାୟର ହେଲା ପରେ ବନ ବିଭାଗ ଦ୍ଵାରା ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ରେଞ୍ଜର ରୋହିତ କୁମାର କହିଛନ୍ତି ।

   Related Posts