ମୋଟୀ ହେଲେ ମଧ୍ୟ ସୁନ୍ଦରୀ ପାଇଁ ଚର୍ଚ୍ଚାରେ ଅଛନ୍ତି ଏହି ମହିଳା, ଆସନ୍ତୁ ଜାଣିବା ଏହି ମହିଳା ଫିଟନେସ ମଡ଼େଲଙ୍କୁ
24/01/2019 at 4:32 PM

ସୋସିଆଲ ମିଡ଼ିଆରେ ଫେମସ ହେବାକୁ କିଏ କେତେ କଣ କରୁଛନ୍ତି । ଆମେ ଆଜି ଜଣେ ମହିଳାଙ୍କ କଥା କହିବୁ, ଯିଏ ମୋଟୀ ହେଲେ ବି ସ୍ଵାସ୍ଥ୍ୟ ସମ୍ବନ୍ଧରେ ବିଭିନ୍ନ ଟିପସ୍ ଦେଇ ଚର୍ଚ୍ଚାରେ ରହିଛନ୍ତି । ତାଙ୍କର ଫଟୋ ମଧ୍ୟ ଦେଖନ୍ତୁ, ସିଏ ମୋଟୀ ହେଲେ ବି ନିଜର ସୁନ୍ଦର ଚେହେରା ଅନ୍ୟମାନଙ୍କୁ ଆକର୍ଷିତ କରିପାରିଛି ।

ଆସନ୍ତୁ ଜାଣିବା ଏହି ଫିଟନେସ ମଡ଼େଲଙ୍କ ବାବଦରେ ।

ଆଜିର ଦିନରେ ଫିଟନେସ୍ ଟିପସ୍ ଲୋକମାନଙ୍କୁ ଦେଇ ଚର୍ଚ୍ଚାରେ ରହିଥିବା ଏହି ମଡ଼େଲଙ୍କ ନାଁ ହେଉଛି ଲୋଏନା ଚିରା ।

ସେ ନିଜେ ମୋଟୀ ଥିଲେ ବି ନିଜର ସୁନ୍ଦରତା ଅନ୍ୟମାନଙ୍କୁ ସ୍ଵାସ୍ଥ୍ୟ ସଂବନ୍ଧୀୟ ବାର୍ତ୍ତା ପ୍ରେରଣା ଦେଇପାରିଛି । ସେ ଏହି ସ୍ଵାସ୍ଥ୍ୟବାର୍ତ୍ତା ଲୋକମାନଙ୍କୁ ଦେଇ ଅଧିକ ଚର୍ଚ୍ଚାରେ ସୋସିଆଲ ମିଡ଼ିଆରେ ରହିଛନ୍ତି ।

ଏହି ଫିଟନେସ୍ ମଡ଼େଲ ୧୯ ଏପ୍ରିଲ ୧୯୯୧ ମସିହାରେ ରୋମାନରେ ଜନ୍ମ ଗ୍ରହଣ କରିଥିଲେ । ସେ ନିଜେ ଏତେ ପରିମାଣରେ ମୋଟା ଥିଲେ ନିଜ ସ୍ଵାସ୍ଥ୍ୟକୁ ନେଇ ବେଶ୍ ଅସନ୍ତୁଷ୍ଟ ଥିଲେ ।

ଅନେକ କଷ୍ଟକରି ନିଜର ଓଜନ କମାଇବା ସହ ନିଜକୁ ସନ୍ତୁଳିତ ରଖିପାରିଛନ୍ତି ବୋଲି ଏକ ସାକ୍ଷାତକାରରେ କହିଛନ୍ତି ।