Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ମୋଟୀ ହେଲେ ମଧ୍ୟ ସୁନ୍ଦରୀ ପାଇଁ ଚର୍ଚ୍ଚାରେ ଅଛନ୍ତି ଏହି ମହିଳା, ଆସନ୍ତୁ ଜାଣିବା ଏହି ମହିଳା ଫିଟନେସ ମଡ଼େଲଙ୍କୁ

24/01/2019 at 4:32 PM

ସୋସିଆଲ ମିଡ଼ିଆରେ ଫେମସ ହେବାକୁ କିଏ କେତେ କଣ କରୁଛନ୍ତି । ଆମେ ଆଜି ଜଣେ ମହିଳାଙ୍କ କଥା କହିବୁ, ଯିଏ ମୋଟୀ ହେଲେ ବି ସ୍ଵାସ୍ଥ୍ୟ  ସମ୍ବନ୍ଧରେ ବିଭିନ୍ନ ଟିପସ୍ ଦେଇ ଚର୍ଚ୍ଚାରେ ରହିଛନ୍ତି । ତାଙ୍କର ଫଟୋ ମଧ୍ୟ ଦେଖନ୍ତୁ, ସିଏ ମୋଟୀ ହେଲେ ବି ନିଜର ସୁନ୍ଦର ଚେହେରା ଅନ୍ୟମାନଙ୍କୁ ଆକର୍ଷିତ କରିପାରିଛି ।

ଆସନ୍ତୁ ଜାଣିବା ଏହି ଫିଟନେସ ମଡ଼େଲଙ୍କ ବାବଦରେ ।

ଆଜିର ଦିନରେ ଫିଟନେସ୍ ଟିପସ୍ ଲୋକମାନଙ୍କୁ ଦେଇ ଚର୍ଚ୍ଚାରେ ରହିଥିବା ଏହି ମଡ଼େଲଙ୍କ ନାଁ ହେଉଛି ଲୋଏନା ଚିରା ।

ସେ ନିଜେ ମୋଟୀ ଥିଲେ ବି ନିଜର ସୁନ୍ଦରତା ଅନ୍ୟମାନଙ୍କୁ ସ୍ଵାସ୍ଥ୍ୟ ସଂବନ୍ଧୀୟ ବାର୍ତ୍ତା ପ୍ରେରଣା ଦେଇପାରିଛି । ସେ ଏହି ସ୍ଵାସ୍ଥ୍ୟବାର୍ତ୍ତା ଲୋକମାନଙ୍କୁ ଦେଇ ଅଧିକ ଚର୍ଚ୍ଚାରେ ସୋସିଆଲ ମିଡ଼ିଆରେ ରହିଛନ୍ତି ।

ଏହି ଫିଟନେସ୍ ମଡ଼େଲ ୧୯ ଏପ୍ରିଲ ୧୯୯୧ ମସିହାରେ ରୋମାନରେ ଜନ୍ମ ଗ୍ରହଣ କରିଥିଲେ । ସେ ନିଜେ ଏତେ ପରିମାଣରେ ମୋଟା ଥିଲେ ନିଜ ସ୍ଵାସ୍ଥ୍ୟକୁ ନେଇ ବେଶ୍ ଅସନ୍ତୁଷ୍ଟ ଥିଲେ ।

ଅନେକ କଷ୍ଟକରି ନିଜର ଓଜନ କମାଇବା ସହ ନିଜକୁ ସନ୍ତୁଳିତ ରଖିପାରିଛନ୍ତି ବୋଲି ଏକ ସାକ୍ଷାତକାରରେ କହିଛନ୍ତି ।

   Related Posts