ଫିଟ୍ ରହୁ ଓଡିଶା' ରେ 'ହୃଦୟ' ସଂପର୍କରେ ଆଲୋଚନା

Published By : Prameya-News7 Bureau | September 24, 2018 IST

'ଫିଟ୍ ରହୁ ଓଡିଶା'ରେ 'ହୃଦୟ' ସଂପର୍କରେ ଆଲୋଚନା ସୁସ୍ଥ ହୃଦୟ କିଭଳି ଭାବେ ଆପଣ ପାଇପାରିବେ । ଯଦି ଆପଣଙ୍କ ହୃଦୟ ସୁସ୍ଥ ନଥିବ କେଉଁ କେଉଁ ରୋଗ ହେବାର ଆଶଙ୍କା ରହୁଛି । ଏ ସଂପର୍କରେ ଅଧିକ ଆଲୋଚନା କରିବା ପାଇଁ ଆମ ସହ ଅଛନ୍ତି ଡକ୍ଟର ଦେବାଶିଷ ସାହୁ (ହୃଦ୍‌ରୋଗ ବିଶେଷଜ୍ଞ ତଥା କାର୍ଡିଆକ୍ ସର୍ଜନ) ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.