Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବେଆଇନ ଭାବେ ମାଛ ଧରୁଥିବାବେଳେ ୬୦ ଜଣ ମତ୍ସ୍ୟଜୀବୀଙ୍କୁ ଅଟକ

8/06/2018 at 5:50 AM

କୃଷ୍ଣପ୍ରସାଦ ଚିଲିକା ନଳବଣରୁ ବେଆଇନ ଭାବେ ମାଛ ଧରୁଥିବାବେଳେ ୬୦ ଜଣ ମତ୍ସ୍ୟଜୀବୀଙ୍କୁ ଅଟକ ରଖିଲା ସିଡିଏ । ସେମାନଙ୍କ ପାଖରୁ ୪୦ଟି ଡଙ୍ଗା ଜବତ କରିଛି । ଗତକାଲି ୩୫ଟି ଡଙ୍ଗା ଜବତ କରିଥିଲା ସିଡିଏ । ଆଜି ପୁଣି ଆଉ 5ଟି ଡଙ୍ଗା ଆଉ 5 ଜଣଙ୍କୁ ଅଟକ ରଖିଛି ସିଡିଏ । ଚିଲିକାରେ ବେଆଇନ ଭାବେ ମାଛ ଚିଙ୍ଗୁଡି ମାରୁଥିବ। ଲୋକଙ୍କୁ କୌଣସି ପ୍ରକାର ଛଡାଯିବନି ବୋଲି କହିଛନ୍ତି ସିଡିଏର ଅତିରିକ୍ତ କାର୍ଯ୍ୟନିର୍ବ।ହୀ ଅଧିକାରୀ । ସେପଟେ ଚିଲିକାରୁ ବେଆଇନ ଚିଙ୍ଗୁଡି ଘେରିର ଉଚ୍ଛେଦ କାମ ଜାରି ରହିଛି ।

Leave a Reply

   Related Posts