ବେଆଇନ ଭାବେ ମାଛ ଧରୁଥିବାବେଳେ ୬୦ ଜଣ ମତ୍ସ୍ୟଜୀବୀଙ୍କୁ ଅଟକ

Published By : Prameya-News7 Bureau | June 08, 2018 IST

କୃଷ୍ଣପ୍ରସାଦ ଚିଲିକା ନଳବଣରୁ ବେଆଇନ ଭାବେ ମାଛ ଧରୁଥିବାବେଳେ ୬୦ ଜଣ ମତ୍ସ୍ୟଜୀବୀଙ୍କୁ ଅଟକ ରଖିଲା ସିଡିଏ । ସେମାନଙ୍କ ପାଖରୁ ୪୦ଟି ଡଙ୍ଗା ଜବତ କରିଛି । ଗତକାଲି ୩୫ଟି ଡଙ୍ଗା ଜବତ କରିଥିଲା ସିଡିଏ । ଆଜି ପୁଣି ଆଉ 5ଟି ଡଙ୍ଗା ଆଉ 5 ଜଣଙ୍କୁ ଅଟକ ରଖିଛି ସିଡିଏ । ଚିଲିକାରେ ବେଆଇନ ଭାବେ ମାଛ ଚିଙ୍ଗୁଡି ମାରୁଥିବ। ଲୋକଙ୍କୁ କୌଣସି ପ୍ରକାର ଛଡାଯିବନି ବୋଲି କହିଛନ୍ତି ସିଡିଏର ଅତିରିକ୍ତ କାର୍ଯ୍ୟନିର୍ବ।ହୀ ଅଧିକାରୀ । ସେପଟେ ଚିଲିକାରୁ ବେଆଇନ ଚିଙ୍ଗୁଡି ଘେରିର ଉଚ୍ଛେଦ କାମ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.