ବାତ୍ୟା ଆଶଙ୍କାରେ କୂଳକୁ ଫେରୁଛନ୍ତି ମତ୍ସ୍ୟଜୀବୀ, ଏବେବି ସମୁଦ୍ର ମଝିରେ ରହିଛି ଆହୁରି ଅନେକ ଡଙ୍ଗା

Published By : Prameya-News7 Bureau | December 03, 2021 IST

ଖଲ୍ଲିକୋଟ ୩।୧୨: ସମ୍ଭାବ୍ୟ ବାତ୍ୟାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବିଭାଗକୁ ସଜାଗ ରହିବାକୁ କୁହାଯାଇଛି । ବିଶେଷକରି ସମୁଦ୍ର ଆଶାନ୍ତ ରହିଥିବା ଆଶଙ୍କା ଥିବାରୁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ମାରିବା ପାଇଁ ଯିବାକୁ ବାରଣ କରାଯାଇଛି ।

{"id":553524,"width":754,"height":415,"sizeSlug":"full","linkDestination":"none"}

ପୂର୍ବରୁ ସଚେତନତା କରାଯାଇଥିବା ବେଳେ ବହୁ ମତ୍ସ୍ୟଜୀବୀମାନେ ଏବେ ସେମାନେ କୂଳକୁ ଫେରୁଥିବା ବେଳେ ଆହୁରି ଅନେକ ଡ଼ଙ୍ଗା ସମୁଦ୍ର ମଧ୍ୟରେ ରହିଥିବା ମତ୍ସ୍ୟଜୀବୀମାନେ କହିଛନ୍ତି । ଛତ୍ରପୁର ବ୍ଲକ୍ ଆର୍ଯ୍ୟପଲ୍ଲୀର ବହୁ ମତ୍ସ୍ୟଜୀବୀମାନେ ଦୈନିକ ମାଛ ମାରିବାକୁ ପାଇଁ ସମୁଦ୍ରକୁ ଯାଇଥାନ୍ତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.