Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଚିଲିକାରେ ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦକୁ ବିରୋଧ, ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ମତ୍ସ୍ୟଜୀବୀ ସଂଘର ଧାରଣା ଅଷ୍ଟମ ଦିନରେ

3/12/2019 at 8:25 AM

କୃଷ୍ଣପ୍ରସାଦ ୦୩।୧୨: ଦୀପାଞ୍ଚଳ ପେସାଦର ମତ୍ସ୍ୟଜୀବୀ ମହାସଂଘର ଆନ୍ଦୋଳନ ତୀବ୍ର ହେବାର ଲାଗିଛି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ସଂଘର ଧାରଣା ଅଷ୍ଟମ ଦିନରେ ପହଞ୍ଚିଛି ।ଚିଙ୍ଗୁଡି ଘେରି ଉଚ୍ଛେଦ ବନ୍ଦ କରିବାକୁ  ଧାରଣା ଦେଉଛି ସଂଘ ।

ସୂଚନାଯୋଗ୍ୟ ଯେ, ଜିଲ୍ଲା ପ୍ରଶାସନ ତରଫରୁ  ଚିଲିକାରେ ଚିଙ୍ଗୁଡି ଘେରିକଟାକୁ ବିରୋଧ କରି ଶହଶହ ପେସାଦାର ମସ୍ୟଜୀବୀ ମହାସଂଘ କୃଷ୍ଣପ୍ରସାଦ ତହସିଲ କାର୍ଯ୍ୟାଳ ୟସମୁଖରେ ଧାରଣାରେ ବସିଛନ୍ତି । ଆଗାମୀ ଦିନରେ ସରକାର ଘେରି ଉଛେଦକୁ ବନ୍ଦ ନକରନ୍ତି । ତେବେ ବ୍ଲକ, ତହସିଲ  ସହ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଚକ ଅଖ ବନ୍ଦ କରିବାକୁ ବାଧ୍ୟ ହେବୁବୋଲି ସଂଘ ଚେତାବନୀ ଦେଇଛି ।  ସେପଟେ ଜିଲ୍ଲା ପ୍ରଶାସନ ତା ଜିଦରେ ଅଟଳ ରହିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଥିବାରୁ ଚିଲିକାରେ ଚିଙ୍ଗୁଡି ଘେରିକୁ ଉଛେଦ କୌଣସି ପ୍ରକାର ବନ୍ଦ କରାଯିବ ନାହିଁ ବୋଲି ତହସିଲଦାର ଜିତେନ୍ଦ୍ର ନାୟକ ସୂଚନା ଦେଇଛନ୍ତି  । ଜିଲ୍ଲା ପ୍ରଶାସନ ତରଫରୁ ପେସାଦାର ମସ୍ୟଜୀବୀଙ୍କୁ ସନ୍ତୋଷ ଜନକ ଉତର  ମିଲିନଥିବାରୁ ଦିନକୁ ଦିନ ଅନ୍ଦୋଳନ ତୀବ୍ରହେବାରେ ଲାଗିଛି ।

   Related Posts