Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଶାରୀରିକ ଓ ମାନସିକ ଯନ୍ତ୍ରଣା ସହ ସ୍ବାମୀର ଦ୍ବିତୀୟ ବିବାହ: ଥାନାର ଦ୍ବାରସ୍ଥ ହେଲେ ପ୍ରଥମ ପତ୍ନୀ

13/10/2020 at 7:34 PM

ସୋର୧୩/୧୦: ଅକଥନୀୟ ନିର୍ଯାତନା ସହ ସ୍ବାମୀର ଦ୍ବିତୀୟ ବିବାହ। ଥାନାର ଦ୍ବାରସ୍ଥ ହେଲେ ପ୍ରଥମ ପତ୍ନୀ। ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ବେତଡା ପୁରୋସ୍ତମପୁର ଅଞ୍ଚଳର ସନ୍ଧ୍ୟା ବିଶ୍ବାଳ ୨୦୦୪ ମସିହାରେ କୌଳାସ ଚନ୍ଦ୍ର ବିଶ୍ଵାଳଙ୍କୁ ବୈଦିକ ରିତିରେ ବିବାହ କରିଥିଲେ।

ସନ୍ଧ୍ୟାଙ୍କର ଦୁଇଟି ପୁତ୍ର ସନ୍ତାନ ଥିବା ସତ୍ତ୍ବେ ସ୍ବାମୀ ସବୁ ବେଳେ ସ୍ତ୍ରୀ ଓ ଦୁଇ ପୁଅଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି। ତେବେ ଗତ ସେପ୍ଟେମ୍ବର୍ ମାସରେ ସ୍ବାମୀ କୈଳାସ  ଦ୍ବିତୀୟ ବିବାହ କରିଥିଲେ। ତେବେ କୈଳାସ  ପ୍ରଥମ ପତ୍ନୀ ସନ୍ଧ୍ୟା ଓ ଦୁଇ ପୁଅଙ୍କୁ ଘରୁ ବାହାର କରି ଦେବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ପ୍ରଥମ ପତ୍ନୀ ସନ୍ଧ୍ୟା ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି ।

   Related Posts