ପ୍ରଥମ ଭ୍ରାମ୍ୟମାଣ ମୋବାଇଲ ବିଉଟି ସାଲୁନ ଓ କେଫ୍ ଉଦଘାଟିତ
1/12/2019 at 3:10 PM

ଭୁବନେଶ୍ବର ୧/୧୨: ଓଡିଶାର ପ୍ରଥମ ଭ୍ରାମ୍ୟମାଣ ସାଲୁନ କେଫ୍ ଓ ମୋ ବିୟୁଟି ପଟିଆ ଇନଫୋସିଟି ଛକଠାରେ ଓଡିଆ ଅଭିନେତ୍ରୀ ଭୂମିକା ଦାସଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି । ସଂସ୍ଥା ତରଫରୁ ଅତ୍ୟାଧୁନିକ ବିୟୁଟି କେୟାରର ବ୍ୟବସ୍ଥା ଉପଲବ୍ଧ ହେଉଥିବା ଦୁଇଟି ଭ୍ୟାନ ମାଧ୍ୟମରେ ସାଲୁନ ଏବଂ କେଫର ବ୍ୟବସ୍ଥା ହୋଇଛି ।

ଯାହାକି ବିଭିନ୍ନ ଅଂଚଳର ଗ୍ରାହକମାନଙ୍କ ନିକଟକୁ ଯାଇ ସେମାନଙ୍କୁ ବିୟୁଟି କେୟାର ଯୋଗାଇଦେଇ ପାରିବେ । ମାତ୍ର ତିନି ହଜାର ଟଙ୍କାରୁ ସାତ ହଜାର ଟଙ୍କା ଖର୍ଚ୍ଚ କରି ଗ୍ରାହକମାନେ ନିଜ ଘରେ ଏପରି ସୁବିଧା ପାଇପାରିବେ ।

Related Posts
ଦିଗପହଣ୍ଡି: ତ୍ରିରଙ୍ଗା ପତାକାକୁ ଅସମ୍ମାନ
26 January 2021
ସି.ଆର୍.ପି.ଏଫ୍ରେ ଯୋଗ ଦେବେ କର୍ଲାମୁଣ୍ଡାର ଝିଅ ସୌମ୍ୟାରାଣୀ
26 January 2021