Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ପହିଲି ରଜ ଦିନ ସଟଡାଉନ୍

1/06/2020 at 10:19 PM

ବାଲେଶ୍ୱର, ୦୧|୦୬: ଏଥର ଫିକା ପଡିବ ରଜ ପର୍ବ । ପହିଲି ରଜ ଦିନ ସଟଡାଉନ । ଜୁନ ମାସର ପ୍ରତିଟି ଶନିବାର ଓ ରବିବାରକୁ ସଟଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆଉ ୧୧ଟି ଜିଲ୍ଲାପାଇଁ ଏହି ନିୟମ ଲାଗୁ କରିଛନ୍ତି ।

ସେଥି ମଧ୍ୟରେ ବାଲେଶ୍ବର ଜିଲ୍ଲା ସହ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା,ଜଗତସିଂହପୁର, କଟକ, ଖୋର୍ଦ।, ପୁରୀ ଆଦି ଜିଲ୍ଲା ରହିଛି । ତବେ ପଶ୍ମିମ ଓଡିଶା ଅପେକ୍ଷା ପୂର୍ବ ଓ ଉତର ଓଡିଶାରେ ରଜର ମହକ ଟିକେ ଅଧିକ । ଉପକୂଳ ଜିଲ୍ଲାର ସବୁଠୁ ବଡ ପର୍ବ ହେଉଛି ରଜ ପର୍ବ ।

ତବେ ଏଥର ସଟଡାଉନ ପାଇଁ ପହିଲି ରଜ ଦିନ ଖିଲି ପାନ, ରଜ ପିଠା, ରଜ ମିଠା, ତାସ ସାଙ୍ଗକୁ ଦୋଳି ଖେଳ, ସବୁକିଛି ଫିକା ପଡିଯିବ । ସରକାରଙ୍କ ସଟଡାଉନ ଘୋଷଣା ପରେ ବାଲେଶ୍ବରବାସୀ କହୁଛନ୍ତି ଏଥର ମଉଳି ଯିବ ରଜ ମହକ । 

   Related Posts