ଘରୋଇ କଳିକୁ ନେଇ ଗୁଳିକାଣ୍ଡ ଓ ବୋମା ମାଡ -ଦୁଇ ଭାଇ ପରସ୍ପରକୁ କଲେ ଆକ୍ରମଣ

Published By : Prameya-News7 Bureau | September 28, 2019 IST

ଢେଙ୍କାନାଳ - ଘରୋଇ କଳିକୁ ନେଇ ଗୁଳି କାଣ୍ଡ ଓ ବୋମାମାଡ । ଦୁଇଭାଇ ପରସ୍ପରକୁ ବୋମା ମାଡ ଓ ଗୁଳି ମାଡ କରିଛନ୍ତି । ଢେଙ୍କାନାଳ ବେଲାଟିକିରିରେ ଏହି ଘଟଣା ଘଟିଛି । ବଡଭାଇର ଗୁଳି ମାଡରେ ସାନଭାଇ ଗୁରୁତର ହୋଇଥିବାବେଳେ ସାନ ଭାଇର ବୋମା ମାଡରେ ବଡ ଭାଇ ଆହତ ହୋଇଛି ।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.