ଢେଙ୍କାନାଳ୮/୧: ଲୁଟ୍ ପାଇଁ ଗୁଳିକାଣ୍ଡ। ଅପହଞ୍ଚ ଇଲାକା ନଗଡା ନିକଟରେ ଗୁଳି ମାଡରେ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଭୁବନ କୁନିଦା ଗାଁର ଗୋବିନ୍ଦ ବେହେରା। ନିଜ ଗାଁର ଅନ୍ୟ ଦୁଇଜଣଙ୍କ ସହ ମଇଁଷି କିଣିବାକୁ ନଗଡା ନିକଟକୁ ଯାଇଥିଲେ ଗୋବିନ୍ଦ। ଚାରିଜଣ ସନ୍ଦିଗ୍ଧ ଗୁଳିମାଡ଼ କରି ୩୦ ହଜାର ଟଙ୍କା ଲୁଟି ନେଇଥିବା କହିଛନ୍ତି ଗୋବିନ୍ଦଙ୍କ ସାଥୀ।
ଅମେଠି ଓ ରାଇବରେଲିରୁ କିଏ ହେବେ କଂଗ୍ରେସ ପ୍ରାର୍ଥୀ?...