ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରେ ଗୁଳି - ଗ୍ରାହକ ଗୁରୁତର

Published By : Prameya-News7 Bureau | November 29, 2019 IST

ପୁରୀ ୨୯।୧୧- ପୁରୀରେ ଥିବା ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଶାଖାରେ ଗୁଳି କାଣ୍ଡ । ସୁରକ୍ଷା କର୍ମୀଙ୍କ ଅସାବଧାନତାରୁ ଗୁଳି ଫୁଟିଥିବା ପ୍ରାଥମିକ ସୂଚନା ମିଳିଛି । ଏଥିରେ ମୁନାଲ୍‌ ଖାନ୍‌ ନାମକ ଗ୍ରାହକ ଆହତ ହୋଇଛନ୍ତି ।


ମୁନାଲ୍‌ଙ୍କ ଡାହାଣ ଗୋଡରେ ଗୁଳି ବାଜିଛି । ତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ଡାକ୍ତରଖାନାରେ ଚିକିତ୍ସାପାଇଁ ଭର୍ତ୍ତି କରାଯାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.