ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସନ୍ଧ୍ୟାରେ ମୁମ୍ବାଇ ବନାମ ଦିଲ୍ଲୀ : ‘କର ବା ମର’ ସ୍ଥିତିରେ କ୍ୟାପିଟାଲ୍ସ
  • ||
  • ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଏଏଫଆଇ ଇଣ୍ଡିଆନ ଗ୍ରାଁପ୍ରି-୩ : ଅମିୟ କୁମାର ମଲ୍ଲିକ ଏବଂ ଶ୍ରାବଣୀ ନନ୍ଦଙ୍କ ଉପରେ ନଜର
  • ||
  • ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୮ କୋଭିଡ୍ ପଜିଟିଭ୍
  • ||
  • ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତରେ ଚାଲିଗଲା ୩୩ ଜୀବନ
  • ||
  • ତାତି ଆହୁରି ବଢିବ, ୩ ଦିନ ଯାଏଁ ତତଲା କଡେଇରେ ଭାଜିହେବେ ରାଜ୍ୟବାସୀ
  • ||
  • ୪୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଚାଲାଣ ପାଇଁ ଜଙ୍ଗଲରେ ଲୁଚାଇଥିଲେ ମାଫିଆ
  • ||

ପୋଲିସ-ଅପରାଧୀ ଗୁଳିବିନିମୟ;ପୋଲିସକୁ ଚକ୍‌ମା ଦେଇ ଖସିଗଲେ ଦୁର୍ବୃତ୍ତ

4/12/2018 at 8:48 AM

ଜୟପୁର ୦୪|୧୨: ଜୟପୁରରେ ଅପରାଧୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଛି । ବିଳମ୍ବିତ ରାତିରେ ଗ୍ଲୋକାଲ ହସ୍ପିଟାଲ ଛକରେ ପୋଲିସ ପାଟ୍ରୋଲିଂ ବେଳେ ଉଭୟ ପୋଲିସ ଏବଂ ଅପରାଧୀ ସାମ୍ନାସାମ୍ନି ହୋଇଛନ୍ତି । ଦୁର୍ବୃତ୍ତଙ୍କ ଗୁଳିମାଡର ଜବାବ ଦେଇ ପୋଲିସ ଗୁଳି ଚାଳନା କରିଛି । ଉଭୟ ପକ୍ଷରୁ ୫ ରାଉଣ୍ଡ ଗୁଳି ଚାଳନା ହୋଇଥିବା ସୂଚନା ମିଳିଛି । ପୋଲିସକୁ ଚକମା ଦେଇ ଖସିଯାଇଛନ୍ତି  ଦୁର୍ବୃତ୍ତ । ଘଟଣାସ୍ଥଳରୁ ଗୋଟିଏ ଖୋକା ଜବତ କରିଛି ପୋଲିସ । ଗୁଳିମାଡରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ ।

   Related Posts