Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଖିବୁଜିଲେ ଫ୍ଲାଇଂ ଶିଖ୍ ତଥା କିମ୍ୱଦନ୍ତୀ ଧାବକ ମିଲଖା ସିଂହ
  • ||
  • ବରିଷ୍ଠ ଆଇପିଏସ୍‌ ଅଧିକାରୀ ତଥା ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କର ପରଲୋକ
  • ||
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||

ଜୟପୁରରେ ଫୁଟିଲା ଗୁଳି, ପେ।ଲିସ-ଅପରାଧୀ ମୁହାଁମୁହିଁ

12/09/2018 at 2:02 AM

ଜୟପୁର ୧୧/୦୯: ଜୟପୁରରେ ଫୁଟିଲା ଗୁଳି । ପେ।ଲିସ- ଅପରାଧୀ ମୁହାଁମୁହିଁ । ଦୁର୍ଦାନ୍ତ ଅପରାଧୀ ଶିବ ଶଙ୍କର ପାଣିଗ୍ରାହୀକୁ ମାଡି ବସିଛି ପେ।ଲିସ । ଶିବ ଶଙ୍କର ଏବଂ ତାର ଜଣେ ସହଯେ।ଗୀକୁ ଧରିବାକୁ ଜାଲ ବିଛାଇଥିଲା ପେ।ଲିସ । ତେବେ ପେ।ଲିସ ଉପରକୁ ଗୁଳି କରି ଖସିଯିବାକୁ ଚେଷ୍ଟା କରିଥିଲେ ଅପରାଧୀ । ଉଭୟଙ୍କ ପକ୍ଷରୁ ୪ ରାଉଣ୍ଡ ଗୁଳି ଫୁଟିଥିଲା । ଶେଷରେ ଶିବ ଶଙ୍କରକୁ ପେ।ଲିସ କାବୁ କରିଥିବା ବେଳେ ଅନ୍ୟ ଜଣେ ଖସି ଯାଇଛି । ଗିରଫ ଅପରାଧୀ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ସହ ୨ଟି ଅଫୁଟା ଗୁଳି ଉଦ୍ଧାର ହେ।ଇଛି । ଶିବ ନାଁରେ ପୂର୍ବରୁ ବିଭିନ୍ନ ମାମଲାରେ ୯ଟି କେସ୍ ଥିବା ଜଣାପଡିଛି । ଗତ ଅଗଷ୍ଟ ୧୮ ତାରିଖରେ ସ୍ଥାନୀୟ ଗୋପବନ୍ଧୁ ନଗରରେ ଶିବଙ୍କ ସହ ଆଉ ୨ଜଣ ସହଯୋଗୀ ଡକାୟତି ଉଦ୍ୟମ କରିଥିଲେ ।

   Related Posts