Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଦେବଦୂତ ସାଜିଲେ ଫାୟାର ବ୍ରିଗେଡ୍‌ ଟିମ୍‌, ଭାସିଯାଉଥିବା ନାବାଳକକୁ କଲେ ଉଦ୍ଧାର

15/06/2020 at 9:36 AM

ବଣାଇ ୧୫।୦୬:  ହଠାତ ନାଳରେ ପାଣି ଆସିଯିବାରୁ ଭାସିଗଲେ ଜଣେ ନାବାଳକ । ସୁନ୍ଦରଗଡ ବଣେଇରେ ଘଟଣା । ତେବେ ସୌଭାଗ୍ୟ କ୍ରମେ ତାଙ୍କୁ ଫାୟାର ବ୍ରିଗେଡ଼ ଟିମ ଉଦ୍ଧାର କରିଛି ।

ସୂଚନାଯୋଗ୍ୟ ଯେ, ରବିବାର ଅପରାହ୍ନରେ ସୁନ୍ଦରଗଡ଼ ଜିଲ୍ଲାର କେ.ବଳଙ୍ଗା ଥାନା କମାରପୋଷରେ ଥିବା ପାହାଡ଼ ପାଖ ନାଳରେ କିଛି ଯୁବକ ଗାଧୋଉଥିଲେ । ଏହି ସମୟରେ ପାହାଡ଼ ଉପରେ ପ୍ରବଳ ବର୍ଷା ହୋଇଥିଲା । ବର୍ଷା ଯୋଗୁଁ ଫ୍ଲାସ ଫ୍ଲଡ଼ ସୃଷ୍ଟି ହୋଇ ନାଳରେ ହଠାତ ପାଣି ଆସିଯିବା ଫଳରେ ସମସ୍ତେ ଭାସି ଯାଇଥିଲେ । ଯୁବକ ମାନେ କୌଣସି ଉପାୟରେ ପହଁରି କୂଳକୁ ଫେରି ଆସିଥିଲେ । କିନ୍ତୁ ଜଣେ ନାବାଳକ ଭାସିଯାଇଥିଲେ । ସୌଭାଗ୍ୟ ବଶତଃ ନାଳ ମଝିରେ ଥିବା ଏକ ବୁଦାକୁ ଧରି ନାବାଳକ ଜଣକ ଅଟକି ଯାଇଥିଲେ । ସଂଗେ ସଂଗେ ସ୍ଥାନୀୟ ଲୋକେ ଫାୟାର ବ୍ରିଗେଡ଼କୁ ଖବର ଦେଇଥିଲେ । ଫାୟାର ଟିମ ପହଞ୍ଚି ନାବାଳକଙ୍କୁ ଉଦ୍ଧାର କରିଥିଲେ ।

   Related Posts