ଅଗ୍ନିଶମ ବିଭାଗ ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନର ହଷ୍ଟେଲ ଏବଂ କୋଚିଂ ସେଣ୍ଟରରେ ଚଢାଉ

Published By : Prameya-News7 Bureau | June 12, 2019 IST

ଅନୁଗୋଳ ୧୨|୬:  ଅନୁଗୋଳରେ ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ହଷ୍ଟେଲ ଏବଂ କୋଚିଂ ସେଣ୍ଟର ଉପରେ ଚଢାଉ ସହ ଆବରନେସ ପ୍ରୋଗ୍ରାମ ହୋଇଛି । କେମିତି ଅଛି ଭିତ୍ତିପ୍ରସ୍ତର ଏବଂ ଧନ ଜୀବନ ସୁରକ୍ଷା ପାଇଁ କଣ ସବୁ ପଦକ୍ଷେପ ନିଆଯାଇଛି ନିଜେ ଡେପୁଟି ଫାୟାର ଅଫିସର ସିଏମ ରାଉତରାୟ ବୁଲି ଦେଖିବା ସହ ମାଲିକମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.