Monday, September 23, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅଗ୍ନିଶମ ବିଭାଗ ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନର ହଷ୍ଟେଲ ଏବଂ କୋଚିଂ ସେଣ୍ଟରରେ ଚଢାଉ

ଅନୁଗୋଳ ୧୨|୬:  ଅନୁଗୋଳରେ ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ହଷ୍ଟେଲ ଏବଂ କୋଚିଂ ସେଣ୍ଟର ଉପରେ ଚଢାଉ ସହ ଆବରନେସ ପ୍ରୋଗ୍ରାମ ହୋଇଛି । କେମିତି ଅଛି ଭିତ୍ତିପ୍ରସ୍ତର ଏବଂ ଧନ ଜୀବନ ସୁରକ୍ଷା ପାଇଁ କଣ ସବୁ ପଦକ୍ଷେପ ନିଆଯାଇଛି ନିଜେ ଡେପୁଟି ଫାୟାର ଅଫିସର ସିଏମ ରାଉତରାୟ ବୁଲି ଦେଖିବା ସହ ମାଲିକମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଛନ୍ତି ।

124 Views

   ସମ୍ବନ୍ଧିତ ଖବର