ପେଟ୍ରୋଲ ପମ୍ପ୍ ନିକଟରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କଲା ଅଗ୍ନିଶମବାହିନୀ
25/02/2021 at 5:38 PM

କଟକ ୨୫।୨: କଟକ ସଦର ଥାନା ବମ୍ଫକୁଦ ଫାର୍ମ ହାଉସ୍ ରେ ଅଗ୍ନିକାଣ୍ଡ । ଫାର୍ମହାଉସ୍ ନିକଟରେ ଥିବା ବୁଦୁବୁଦିଆ ଜଙ୍ଗଲରେ ନିଆଁ ଲାଗିଥିଲା । ଏହା ନିକଟରେ ଥିବା ପେଟ୍ରୋଲ ପମ୍ପକୁ ମଧ୍ୟ ନିଆଁ ବ୍ୟାପିବାର ଆଶଙ୍କା ରହିଥିଲା । ନିଆଁ ଲାଗିଗା ପରେ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ଏହାପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।
Related Posts
ଭୁବନେଶ୍ବରରୁ ଆଜି ଚିହ୍ନଟ ହେଲେ ୬୯୮ ଆକ୍ରାନ୍ତ, ୩୧୬ ସୁସ୍ଥ
23 April 2021