Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ଜଳିଗଲା ୬ ବଖରା ଘର : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

24/12/2019 at 8:48 AM

କେନ୍ଦ୍ରାପଡ଼ା ୨୪/୧୨: ପଟ୍ଟାମୁଣ୍ଡାଇ ଗୁଣ୍ଠି ଗାଁ ରେ ଜଳିଗଲା ୬ବଖରା ଘର । ଗତକାଲି ବିଳମ୍ବିତ ରାତିରେ ଗୁଣ୍ଠି ଗାଁର କାଶୀନାଥ ସିଂ ଖାଇ ସାରି ଶୋଇବା ପରେ ହଠାତ ଘରେ ନିଆଁ ଲାଗିଯାଇଥିଲା । ନିଆଁର ପ୍ରକୋପ ଏତେ ଥିଲା ଯେ କାଶୀନାଥଙ୍କ ପରିବାର କେବଳ ନିଜ ପିନ୍ଧା ଲୁଗା ସହିତ ଜୀବନ ବିକି ବାହାରକୁ ଚାଲିଆସିଥିଲେ ।

ଫଳରେ କାଶୀନାଥଙ୍କ ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହେବା ସହିତ ଘରର ସମସ୍ତ ଆସବାବ ପତ୍ର ମଧ୍ୟ ପୋଡି ପାଉଁଶ ହୋଇଯାଇଛି। ତେବେ ଖବର ପାଇ ଦମକଳ ବାହିନୀ  ନିଆଁ କୁ ଆୟତ କରିଥିବାବେଳେ କାଶୀନାଥଙ୍କୁ  ସରକାରୀ ସହାୟତା ପାଇଁ ଦାବି ହୋଇଛି।

   Related Posts