ଭବାନୀପାଟଣା ପୌର ପରିଷଦ ଗୋଦାମ ଗ୍ୟାରେଜରେ ଅଗ୍ନିକାଣ୍ଡ

Published By : Prameya-News7 Bureau | May 13, 2019 IST

କଳାହାଣ୍ଡି ୧୩\୫ : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୌର ପରିଷଦ ଗୋଦାମ ଗ୍ୟାରେଜରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ପୌରପରିଷଦର ଟ୍ରାକ୍ଟର ଓ ସେସଫୂଲ ଗାଡି  ଆଶିଂକ କ୍ଷତି ହୋଇଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଖବରପାଇ ଅଗ୍ନିଶମ ବାହିନୀ ଘଟମାସ୍ତଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

{"id":111391}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.