Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଘର ଓ କୁକୁଡା ଫାର୍ମ

6/06/2020 at 11:14 PM

ଭଦ୍ରକ, ୦୬|୦୬: ଅଗ୍ନିକାଣ୍ଡରେ ଜଳିଗଲା ବାସଗୃହ ସମେତ କୁକୁଡ଼ା ଫାର୍ମ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ମଣିନାଥପୁର ଗାଁରେ ଶନିବାର ରାତିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି ।

ଫାର୍ମରେ ଥିବା କୁକୁଡ଼ା ଖାଦ୍ୟ ପୋଡି ନଷ୍ଟ ହୋଇଥିବା ବେଳେ କିଛି ଗୃହ ପାଳିତ ପଶୁ ଆହତ ହୋଇଥିବା ସୂଚନା ମିଳିଛି । ଗାଁ ର ରବିନ୍ଦ୍ର ସାମଲଙ୍କ ୪ବଖରା ଵାସଗୃହ ସହିତ କୁକୁଡା ଫାର୍ମ ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଯାଜପୁରରୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି । ନିଆଁର ଧାସ ରେ ଘର ଦ୍ୱାର, ଅସବାବ ପତ୍ର, ଚାଉଳ ଜଳି ପୋଡିଯିବାରୁ ସର୍ବସ୍ୱାନ୍ତ ହୋଇଯାଇଛନ୍ତି ପରିବାର ।

ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ତେବେ କୁକୁଡ଼ା ଫାର୍ମ ରେ କେତେ ସଂଖ୍ୟକ କୁକୁଡ଼ା ଥିଲେ ସେ ନେଇ କୌଣସି ସ୍ପଷ୍ଠ ସୂଚନା ମିଳିପାରିନାହିଁ

   Related Posts