ବ୍ରହ୍ମପୁର ମେଡିକାଲ ଛାତ୍ରାବାସରେ ଅଗ୍ନିକାଣ୍ଡ ; ଅଳ୍ପକେ ବର୍ତ୍ତିଗଲେ ଛାତ୍ର

Published By : Prameya-News7 Bureau | December 25, 2018 IST

ବ୍ରହ୍ମପୁର ୨୫/୧୨ : ବ୍ରହ୍ମପୁର ବଡ ମେଡିକାଲ ଏମକେସିଜି ପରିସରରେ ଥିବା ଡାକ୍ତର ଛାତ୍ରାବାସରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ଜଳିଯାଇଛି ଅନେକ ସାମଗ୍ରୀ। ଉପର ମହଲାରେ ରହୁଥିବା ଡାକ୍ତର ବଡ ଅଘଟଣରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡ କାରଣ ଏବେ ଯାଏଁ ଜଣାପଡିନାହିଁ ଅସ୍ପଷ୍ଟ । ଦିନ ପ୍ରାୟ ୧୨ଟା ବେଳେ ଅଚାନକ ହଷ୍ଟେଲରେ ନିଆଁ ଲାଗିଯାଇଥିଲା |

{"id":67103,"width":578,"height":859}
{"id":67104,"width":578,"height":806}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.