ବୁର୍ଲା ଭୀମସାରରେ ଅଗ୍ନିକାଣ୍ଡ, ଡାଇଲେସିସ୍ ୟୁନିଟ୍ ବ୍ୟାଟେରୀ ରୁମ୍‌ରେ ଫାଟିଲା ବ୍ୟାଟେରୀ

Published By : Prameya-News7 Bureau | September 20, 2019 IST

ସମ୍ବଲପୁର ୨୦।୯: ବୁର୍ଲା ଭୀମସାର୍‌ ଡାଇଲେସିସ୍‌ ୟୁନିଟ୍‌ର ବ୍ୟାଟେରୀ ରୁମ୍‌ରେ ଅଗ୍ନିକାଣ୍ଡ ହୋଇଛି । ବ୍ୟାଟେରୀ ରୁମ୍‌ରେ ଥିବା ଗୋଟିଏ ବ୍ୟାଟେରୀ ଫାଟିଯାଇଛି ।

{"id":160026}

ବ୍ୟାଟେରୀ ଫାଟିବା ଯୋଗୁଁ ଚତୁଃପାର୍ଶ୍ବରେ ପ୍ରବଳ ଧୂଆଁ ହୋଇଯାଇଥିଲା । ତେବେ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ବୁର୍ଲା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.