ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୩ ବଖରା, ଗୋଟିଏ ଗାଈ ଜୀବନ୍ତ ଦଗ୍ଧ
4/12/2019 at 12:09 PM

ଆନନ୍ଦପୁର ୪।୧୨: ଆନନ୍ଦପୁର ଥାନା ମୋଚିନ୍ଦା ଗାଁରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଫଳରେ ମହେଶ୍ବର ସାହୁ ନାମକ ବ୍ୟକ୍ତିଙ୍କର ୩ ବଖରା ଘର ପୋଡିଯାଇଛି । ଏହାସହ ଗୁହାଳରେ ବନ୍ଧା ହୋଇଥିବା ୩ଟି ଗାଈ ମଧ୍ୟରୁ ଗୋଟିକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଟି ଆହତ ହୋଇଛନ୍ତି ।

ବିଳମ୍ବିତ ରାତିରେ ରୋଷେଇ ଘରେ ସର୍ଟ ସର୍କିଟ୍ ଯୋଗୁ ନିଆଁ ଲାଗିବାରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।
Related Posts
ରେଳ ଧାରଣାରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
18 January 2021