ଘରେ ଶୋଇଥିବା ବେଳେ ଲାଗିଗଲା ନିଆଁ : ଅଳ୍ପକେ ବର୍ତ୍ତିଲେ ମାଲିକ, ଜଳିଗଲା କାର୍ ଓ ବାଇକ୍
30/12/2020 at 12:45 PM

ରାଉରକେଲା ୩୦।୧୨: ରାଉରକେଲା ବାସନ୍ତୀ କଲୋନୀରେ ନିଆଁଲାଗି ଜଳିଗଲା କାର୍ ଓ ବାଇକ୍ । ମଙ୍ଗଳବାର ବିଳମ୍ବିତ ରାତିରେ ବାସନ୍ତୀ କଲୋନୀ ସିଏଲ-୨୬ରେ ନିଆଁ ଲାଗିଥିଲା । ଘରର ପ୍ରଥମ ମହଲାରେ ଶୋଇଥିବା ଘରେ ମାଲିକ ଦେବବ୍ରତ ମହାପାତ୍ରକୁ ଶ୍ବାସରୁଦ୍ଧ ଅବସ୍ଥାରେ ଫାୟାର ବ୍ରିଗେଡ ଟିମ୍ ଉଦ୍ଧାର କରିଥିଲା । ନିଆଁ କେଉଁ ଭଳି ପରିସ୍ଥିତିରେ ଲାଗିଲା ତାର ତଦନ୍ତ କରୁଛି ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଉଦିତ ନଗର ଥାନା ପୋଲିସ ।
Related Posts
ନିଆଁ ପୁଇଁବା ହେଲା କାଳ : ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
22 January 2021
ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
22 January 2021