ନିଆଁ ଲାଗି ଜଳିଗଲା ଦୋକାନ ଗୃହ : ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ପୋଡି ପାଉଁଶ

Published By : Prameya-News7 Bureau | February 03, 2020 IST

ରାଉରକେଲା ୩/୨: ରାଉରକେଲାରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ଦୋକାନ ଗୃହ । ରାଉରକେଲା ପାନପୋଷ ହକି ଛକରେ ଏହି ଅଗ୍ନିକାଣ୍ଡ ଘଟିଛି ।

ନିଆଁ ଲାଗି ପୋଡି ଯାଇଛି ଦୋକାନ ଗୃହ । ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ନଷ୍ଟ ହୋଇଯାଇଛି । କେହି ଦୁର୍ବୃତ୍ତ ଜାଣି ଶୁଣି ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.