Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ଜଳିଗଲା କୁକୁଡା ଫାର୍ମ, ୨ ହଜାର କୁକୁଡା ଜୀବନ୍ତ ଦଗ୍ଧ

27/03/2019 at 8:20 AM

ସୋର ୨୭|୩ : ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ଜଳିଗଲା କୁକୁଡା ଫାର୍ମ । ୨ ହଜାର କୁକୁଡା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍ ବାରିକପୁର ହାଟ ଠାରେ ଥିବା ଶିବ ପ୍ରସାଦ ରାଜଙ୍କ କୁକୁଡା ଫର୍ମରେ ବିଦ୍ୟୁତ୍ ସର୍ଟ ସର୍କିଟ୍ ଘଟି ନିଆଁ ଲାଗିଯାଇଥିଲା ଫଳରେ ଦୁଇ ହଜାର କୁକୁଡା ଜୀବନ୍ତ ଦଗ୍ଧ ହୋଇଯାଇଛି । ଘଟଣାସ୍ଥଳରେ ସୋର ଅଗ୍ନିଶମ କର୍ମଚାରୀ ପହଁଚିଲା ବେଳକୁ ସବୁ ସାମଗ୍ରୀ ଓ କୁକୁଡା ପୋଡି ପାଉଁଶ ହୋଇଯାଇଥିଲା ।

   Related Posts