ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ଜଳିଗଲା କୁକୁଡା ଫାର୍ମ, ୨ ହଜାର କୁକୁଡା ଜୀବନ୍ତ ଦଗ୍ଧ
27/03/2019 at 8:20 AM

ସୋର ୨୭|୩ : ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ଜଳିଗଲା କୁକୁଡା ଫାର୍ମ । ୨ ହଜାର କୁକୁଡା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍ ବାରିକପୁର ହାଟ ଠାରେ ଥିବା ଶିବ ପ୍ରସାଦ ରାଜଙ୍କ କୁକୁଡା ଫର୍ମରେ ବିଦ୍ୟୁତ୍ ସର୍ଟ ସର୍କିଟ୍ ଘଟି ନିଆଁ ଲାଗିଯାଇଥିଲା ଫଳରେ ଦୁଇ ହଜାର କୁକୁଡା ଜୀବନ୍ତ ଦଗ୍ଧ ହୋଇଯାଇଛି । ଘଟଣାସ୍ଥଳରେ ସୋର ଅଗ୍ନିଶମ କର୍ମଚାରୀ ପହଁଚିଲା ବେଳକୁ ସବୁ ସାମଗ୍ରୀ ଓ କୁକୁଡା ପୋଡି ପାଉଁଶ ହୋଇଯାଇଥିଲା ।
Related Posts
ତେନ୍ତୁଳି ଗଛରେ ବସିଛି ଭାଲୁ, ଗାଁରେ ପଡିଗଲାଣି ଭାଳେଣି
22 January 2021
ଅନୁଗୋଳ: ଟ୍ରେନ୍ ଲାଇନ୍ରେ ଧାରଣାରେ ବସିଲେ ବସ ମାଲିକ ସଂଘ
22 January 2021
କଳାହାଣ୍ଡି: ଜଙ୍ଗଲରୁ କାଠ ଚାଲାଣ କରି ହଟହଟା ହେଲେ ବନ କର୍ମଚାରୀ
22 January 2021