ଭୟାବହ ଅଗ୍ନିକାଣ୍ଡ, ପୋଡି ପାଉଁଶ ହୋଇଗଲା ୪ଟି ଦୋକାନ
23/12/2020 at 9:55 AM

ଭୋଗରାଇ ୨୩।୧୨: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ କର୍ମଦା ବଜାରରେ ଅଗ୍ନିକାଣ୍ଡ । ବୁଧବାର ଭୋର ୪ଟା ସମୟରେ ୪ଟି ଦୋକାନ ଘର ଜଳି ଭସ୍ମୀଭୂତ ହୋଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଅଗ୍ନିକାଣ୍ଡ ଫଳରେ ଦୁଇଟି ଫଳ ଦୋକାନ ଓ ଦୁଇଟି ଜଳଖିଆ ଦୋକାନ ପୋଡିଯାଇଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ ମଧ୍ୟ ପାଣି ନଥିଲା । ଫଲରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଆକ୍ରୋଶର ଶିକାର ହୋଇଥିଲେ ।
Related Posts
ପଥ ହୁଡୁଛି ବିକାଶ! ଏବେ ବି ସମସ୍ୟା ଘେରରେ ରାଇକଳାବାସୀ
21 January 2021
ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
21 January 2021
ଜି.ଉଦୟଗିରି: ମିନି ବସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା
21 January 2021