ହୋଟେଲ ପାର୍କିଂରେ ଲାଗିଲା ନିଆଁ, ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ

Published By : Prameya-News7 Bureau | July 21, 2021 IST

ସମ୍ବଲପୁର ୨୧।୭: ସମ୍ବଲପୁରର ଏକ ହୋଟେଲର ପାର୍କିଂ ସ୍ଥଳରେ ଅଗ୍ନିକାଣ୍ଡ । ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ କର୍ମଚାରୀ । ସମ୍ବଲପୁର ଲକ୍ଷ୍ମୀ ଟକିଜ୍ ନିକଟସ୍ଥ ଶୁଭମ୍ ହୋଟେଲର ପାର୍କିଂ ସ୍ଥଳରେ ହଠାତ୍ ନିଆଁ ଲାଗିଯାଇଥିଲା । ତେବେ ଖବର ପାଇ ଅଗ୍ନିଶମ ବାହିନୀ ପକ୍ଷରୁ ୨ଟି ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଛି ।

{"id":483674,"width":748,"height":411,"sizeSlug":"large","linkDestination":"none"}

ତେବେ ଏଥିରେ ପାର୍କିଂ ସ୍ଥଳର ପେନାଲ ପୋଡି ନଷ୍ଟ ହୋଇଥିବାବେଳେ ଗାଡି ସବୁ ସୁରକ୍ଷିତ ଅଛି । ତେବେ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.