ଟାଙ୍ଗୀରେ ଅଗ୍ନିକାଣ୍ଡ ଘଟି ପରିବା ଗୋଦାମ ପୋଡି ପାଉଁଶ
18/11/2018 at 11:02 AM

ଖୋର୍ଦ୍ଧା ୧୮/୧୧: ଟାଙ୍ଗୀରେ ଅଗ୍ନିକାଣ୍ଡ ଘଟି ପରିବା ଗୋଦାମ ପୋଡି ପାଉଁଶ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ବଜାର ଅଚଂଳରେ ଏହି ଅଘଟଣ ଘଟିଛି। ସଟ୍ ସର୍କିଟ ଯୋଗୁ ଏହା ହୋଇଥିବାର ଖବର ମିଳିଛି। ଦମକଳ ବାହିନୀ ଘଟଣାସ୍ଥଳକୁ ଆସି ନିଆଁକୁ ଆୟତ କରିଛି।