ବିଦ୍ୟୁତ୍ ଗ୍ରୀଡ୍ ସବ୍ଷ୍ଟେସନରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି
29/12/2020 at 5:21 PM

ରାଉରକେଲା ୨୯।୧୨: ରାଉରକେଲା ସ୍ଥିତ ବିଦ୍ୟୁତ୍ ଗ୍ରୀଡ୍ ସବଷ୍ଟେସନରେ ଅଗ୍ନିକାଣ୍ଡ । ପାୱାର ହାଉସ ରୋଡ଼୍ ନିକଟରେ ଥିବା ସବଷ୍ଟେସନରେ ନିଆଁ ଲାଗିଛି । ଅଗ୍ନିକାଣ୍ଡ ଫଳରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ପୋଡି ନଷ୍ଟ ହୋଇଯାଇଛି । ବିଦ୍ୟୁତ୍ ସପ୍ଲାଇ କାମରେ ଲାଗୁଥିବା ଏକ ବଡ଼ ଟ୍ରାନ୍ସଫର୍ମର ସହ ଅନେକ ଯନ୍ତ୍ରପାତି ନିଆଁରେ ପୋଡିଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
Related Posts
ଏବର୍ଷ ହେବନି ଓଳାଶୁଣୀ ଗୁମ୍ଫା ଯାତ୍ରା
25 January 2021
ବଲାଙ୍ଗୀର ଜିଲ୍ଲାର ଚାଷୀ କରିବେ ଟ୍ରାକ୍ଟର- ବାଇକ୍ ରାଲି
25 January 2021