Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଚାନ୍ଦବାଲି କନ୍ଧାରେ ଅଗ୍ନିକାଣ୍ଡ : ପୋଡ଼ିଯାଇଛି ୫ ବଖରା ଘର

8/11/2018 at 12:36 PM

ବାଲେଶ୍ବର ୮/୧୧: ଦୀପାଳବୀରେ ଘଟିଛି ଅଘଟଣ , ଚାନ୍ଦବାଲି ଏନଏ ସି ଅନ୍ତର୍ଗତ କନ୍ଧା ଓ୍ବାଡ଼ର୍ରେ ବିଳମ୍ବିତ ରାତ୍ରୀରେ ଅଗ୍ନିକାଣ୍ଡ ଘଟି କୃଷ୍ଣ ନାୟକ, ମଙ୍ଗୁଳୀ ବିଶ୍ବାଳ,ବିଜୟ ବିଶ୍ବାଳଙ୍କ ୫ ବଖରା ଘରପୋଡ଼ି ଯିବା ସହ ଲକ୍ଷାଧତ୍କ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବାବେଳେ ଅଗ୍ନିକାଣ୍ଡର କାରଣ ଜଣାପଡ଼ନାହିଁ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିସମ ବିଭାଗ ସଠିକ୍ ସମୟରେ ପହଞ୍ଚିଯିବାରୁ ଓ୍ବାଡ଼ରେ  ଅଧତ୍କାଂଶ ଘର ଭୟାବହ ଅଗ୍ନିକାଣ୍ଡରୁ ରକ୍ଷା ପାଇ ଯାଇଥିବାବେଳେ ୩ଜଣ ବ୍ୟକ୍ତିଙ୍କର ୫ଟି ଘର ସମ୍ପୂର୍ଣ୍ଣ ଜଳିଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି।

   Related Posts