ଫାୟାର ଷ୍ଟେସନର ଫାୟାର ମ୍ୟାନକୁ ହତ୍ୟା

Published By : Prameya-News7 Bureau | April 24, 2019 IST

ତରଭା ୨୪|୪: ଫାୟାର ଷ୍ଟେସନର ଫାୟାର ମ୍ୟାନକୁ ହତ୍ୟା କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବିନିକା ବିଅର ପାର୍ଲରରେ ଘଟିଛି ହତ୍ୟାକାଣ୍ଡ । ମୃତକ ହେଲେ ସୁନ୍ଦରଗଡ ଜିଲ୍ଲା ବଣାଇର ସୁଷ୍ମନ୍ତ କିଶନ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା କୁହାଯାଉଛି । ଅଭିଯୁକ୍ତ ଟିକୁ ଅଜଗରକୁ ଗିରଫ କରିଛି ପୋଲିସ । ବିୟର ପାର୍ଲରକୁ ଡାକି ନେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.