Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଫାୟାର ଷ୍ଟେସନର ଫାୟାର ମ୍ୟାନକୁ ହତ୍ୟା

24/04/2019 at 4:31 PM

ତରଭା ୨୪|୪: ଫାୟାର ଷ୍ଟେସନର ଫାୟାର ମ୍ୟାନକୁ ହତ୍ୟା କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବିନିକା ବିଅର ପାର୍ଲରରେ ଘଟିଛି ହତ୍ୟାକାଣ୍ଡ । ମୃତକ ହେଲେ ସୁନ୍ଦରଗଡ ଜିଲ୍ଲା ବଣାଇର ସୁଷ୍ମନ୍ତ କିଶନ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା କୁହାଯାଉଛି । ଅଭିଯୁକ୍ତ ଟିକୁ ଅଜଗରକୁ ଗିରଫ କରିଛି ପୋଲିସ । ବିୟର ପାର୍ଲରକୁ ଡାକି ନେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

   Related Posts