ଜିଲ୍ଲା ଟ୍ରେଜେରି ପରିସରରେ ଅଗ୍ନିକାଣ୍ଡ: ଗ୍ୟାସ ସିଲିଣ୍ଡରରୁ ଲାଗିଲା ନିଆଁ

Published By : Prameya-News7 Bureau | November 17, 2020 IST

ରାୟଗଡା୧୭/୧୧: ଜିଲ୍ଲା ଟ୍ରେଜେରି ପରିସରରେ ଅଗ୍ନିକାଣ୍ଡ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗିଥିବା ସୂଚନା। ଅଗ୍ନିକାଣ୍ଡ କାରଣ ଅସ୍ପଷ୍ଟ। ନିଆଁ ଲିଭାଇବା କାର୍ଯ୍ୟରେ ଦମକଳ ବାହିନୀ ନିୟୋଜିତ। ରାୟଗଡ଼ା ଜିଲ୍ଲା ଟ୍ରେଜେରିରେ ନିଆଁ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.