ପୁରୀ ଜିଲ୍ଲା ବ୍ରହ୍ମଗିରି ବଜାର ଢାବା ଛକଠାରେ ଭୟାବହ ଅଗ୍ନିକାଣ୍ଡ
9/11/2018 at 9:39 AM

ପୁରୀ ୯|୧୧: ପୁରୀ ଜିଲ୍ଲା ବ୍ରହ୍ମଗିରି ବଜାର ଢାବା ଛକଠାରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ନିଆଁରେ ୨ ବଖରା ଘର ପୋଡି ନଷ୍ଟ ହେବା ସହ ଲାକ୍ଷାଧିକ ଟଙ୍କାର ସଂପତ୍ତି ପୋଡି ପାଉଁଶ ହୋଇଯାଇଛି । ନିଆଁରେ ପୋଡି ହୋଇ ଜଣେ ମହିଳା ମଧ୍ୟ ଆହତ ହୋଇଛନ୍ତି । ନିଆଁ ଲାଗିବାର କାରଣ ଜଣାପଡିନାହିଁ । ଖବର ପାଇ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ବ୍ରହ୍ମଗିରି ବଜାର ସମ୍ପୂର୍ଣ୍ଣ ଜଳିଯିବାରୁ ବର୍ତ୍ତି ଯାଇଛି ।
Related Posts
ପ୍ରତୀକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
21 January 2021