Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଖେଳ ଦେଖାଇବା ବେଳେ ପାଟିରେ ଲାଗିଗଲା ନିଆଁ

30/11/2019 at 11:33 PM

ସାନଖେମୁଣ୍ଡି ୩୦।୧୧ –  ଗଞ୍ଜାମ ଜିଲ୍ଲା ରେ ମହାନ ପୌରାଣିକ ନାଟକ ବିଭିନ୍ନ ଦୃଶ୍ୟକୁ ଯାତ୍ରା କଳାକାରମାନେ ଅଭିନୟ କରି ଦେଖାଇ ଥାଆନ୍ତି । ଗୋଟିଏ ସାହିରେ ଦୁଇ ଦୁଇ ଟି ପାର୍ଟି  ନାଟକ ପର୍ଯ୍ୟବେଷଣ କରିଥାଆନ୍ତି । ଗଞ୍ଜାମ ରେ ଥିବା ଲୋକ କଳା ରାମାୟଣ, ମହାଭାରତ  ପ୍ରଦର୍ଶନ କରାଯାଉଛି  । ଗୋଟିଏ ଗାଁ ଗୋଟିଏ ସାହି ରେ ଦୁଇ ଦୁଇ ଟି ଗାଁ ର ନାଚ ପରିବେଷଣ କରାଯାଇଥାଏ । ଯେଉଁ ନାଟକ ସମ୍ମୁଖରେ ଅତ୍ୟଧିକ ଦର୍ଶକ ରହିଥିବେ ସେହି ପାର୍ଟି କୁ ବିଜେତା ଘୋଷଣା କରାଯାଇଥାଏ । ତେଣୁ ରାମାୟଣ ମହାଭାରତ ଯାତ୍ରାରେ ଦର୍ଶକଙ୍କୁ  ଆକୃଷ୍ଟ କରିବା ଏବଂ ବିଜେତା ହୋଇ ଗାଁ ନାଁ ରଖିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେବା ସହ  ଅଶୀଳ୍ଳ ନୃତ୍ୟ ପରିବେଷଣ ହେଉଥିବା ବେଳେ ରାମାୟଣ ନାଟକ ରେ ହନୁମାନ , ଆସୁର ପାଇଁ  ଆତସବାଜି ବି କରାଯାଇଥାଏ  ।

ଏପରି ଏକ ବିପଦଜନ୍ନକ ଖେଳ ଦେଖାଉଥିବା ବେଳେ ପାଟିରେ ନିଆଁ ଲାଗିଯିବାରୁ  ଜଣେ କଳାକାର ଆହତ ହୋଇଛନ୍ତି । ତାଙ୍କ ପାଟିରେ ନିଆଁ ଲାଗିଯିବାରୁ ବିକଳରେ ଏହାକୁ ଲିଭାଇବା ପାଇଁ ଚେଷ୍ଟା କରୁଛନ୍ତି । ଏହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି ।

   Related Posts