ଜି.ଉଦୟଗିରି: ମିନି ବସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା

Published By : Prameya-News7 Bureau | January 21, 2021 IST

ଜି.ଉଦୟଗିରି୨୧/୧: ମିନି ବସ୍‌ରେ ଲାଗିଲା ନିଆଁ। ଜି.ଉଦୟଗିରିର ଶ୍ରୀରାମ ପଦାରେ ପାଖରେ ସାନ୍ତ୍ବଓ୍ବନା ନାମକ ଏକ ମିନିବସରେ ନିଆଁ ଲାଗି ସମ୍ପୂର୍ଣ୍ଣ ନଷ୍ଟଭ୍ରଷ୍ଟ ହୋଇଯାଇଛି। ବସରେ କିପରି ନିଆଁ ଲାଗିଲା, ତାହା ଜଣାପଡି ନାହିଁ।ଭାଗ୍ୟବଶତଃ ଗାଡିରେ ଯାତ୍ରୀ ନଥିଲେ। ଜି ଉଦୟଗିରିରୁ ବାଲିଗୁଡା ଅଭିମୁଖେ ବସଟି ଯାଉଥିଲା। ଏ ସଂପର୍କରେ ଜାଣିବା ପରେ ଦମକଳ ବାହିନୀର କର୍ମଚାର ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇ କାର୍ଯ୍ୟ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.