ଜଙ୍ଗଲରେ ନିଆଁ, ଜଳିଗଲା ୧୫ ଶହରୁ ଅଧିକ ଗଛ
19/01/2021 at 8:49 PM

ପାଟଣା୧୯/୧: ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ। କେନ୍ଦୁଝର ଜିଲ୍ଳା ପାଟଣା ରେଞ୍ଜ ଉଦୟପୁର ବିଟ ଅନ୍ତର୍ଗତ ସିଲିପଦା ପଞ୍ଚାୟତ ବଲାଣିପଶି ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲାଗିଛି। ମଙ୍ଗବାର ଦୁର୍ବୃତ୍ତମାନ ଜଙ୍ଗଲରେ ନିଆଁ ଲଗାଇ ଦେଇଥିଲେ। ଯାହାଫଳରେ ୧୫ ଶହରୁ ଅଧିକ ଆକାଶିଆ ଗଛ ପୋଡି ନଷ୍ଟଭ୍ରଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ ଆହାରପଡା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଏଥିସହ ଗ୍ରାମ୍ୟ ଜମିରେ ଜଳ ବିଭାଜିକା ତରଫରୁ ପ୍ଲାଣ୍ଟେସନ କରାଯାଇଥିବା ଖବର ଜଣାପଡ଼ିଛି।
Related Posts
କାଜୁ ନିଲାମରେ ଚଞ୍ଚକତା ଅଭିଯୋଗରେ ମୋହନା ବିଡିଓ ନିଲମ୍ବିତ
5 March 2021