ଭୟାବହ ଅଗ୍ନିକାଣ୍ଡ : ୭ଟି ଗାଈ ସମେତ ବାଛୁରୀ ଜୀବନ୍ତ ଦଗ୍ଧ

Published By : Prameya-News7 Bureau | December 02, 2019 IST

ବାସୁଦେବପୁର ୨।୧୨: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ବିଦେଇପୁର ଗଦି ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ରାମଚନ୍ଦ୍ର ରାଉତ ଓ ଲକ୍ଷ୍ମଣ ରାଉତଙ୍କ ଗୁହାଳ ଘର ପାଉଁଶ ହୋଇଯାଇଛି । ଦୁଇଜଣଙ୍କ ଗୁହାଳ ଘରେ ନିଆଁ ଲାଗି ୭ଟି ଗାଈ ସମେତ ବାଛୁରୀ ଜୀବନ୍ତ ଦଗ୍ଧ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.