Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||

ଅନୁଗୁଳରେ ଘରେ ଶୋଇଥିବାବେଳେ ନିଆଁ ଲାଗି ମା ଓ ୨ ପୁଅ ଗୁରୁତର

19/11/2018 at 10:45 AM

ଅନୁଗୁଳ ୧୯/୧୧: ଅନୁଗୁଳର ବନ୍ତଳା ଥାନା ଶାବଳ ଭଙ୍ଗା ଗାଁରେ ଅଘଟଣ ଘଟିଛି। ଘରେ ଶୋଇଥିବା ବେଳେ ନିଆଁ ଲାଗି  ମା ଓ ୨ ପୁଅ ଗୁରୁତର ହୋଇଛନ୍ତି। ଶରୀରର ୯୦ଭାଗ ପୋଡି ଯାଇଥିବାର  ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ପ୍ରଥମେ ଅନୁଗୋଳ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।

   Related Posts