Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ମୁମ୍ବାଇ: ଭିଲ୍ଲେପାର୍ଲେ ୱେଷ୍ଟର ବହୁତଳ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବାକୁ ପହଞ୍ଚିଲେ ୧୦ ଦମକଳ

22/12/2019 at 8:59 PM

ମୁମ୍ବାଇ ୨୨।୧୨:  ପଶ୍ଚିମ ମୁମ୍ବାଇର ଭିଲେପାର୍ଲେର ଏକ ବହୁତଳ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟିଛି। ବିଲ୍ଡିଂର ସପ୍ତମ ଓ ଅଷ୍ଟମ ମହଲାରେ ନିଆଁ ଲାଗିଥିବା ଜଣାପଡିଛି। ଏ ନେଇ ଦମକଳ ବିଭାଗକୁ ସୂଚନା ଦିଆଯାଇଥିବା ବେଳେ ୧୦ଟି ଦମକଳ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଥିବା ଜଣାପଡିଛି। ବିଳମ୍ବିତ ସଂଧ୍ୟାରେ ବିଲ୍ଡିଂରେ ନିଆଁ ଲାଗିଥିବା ଜଣାପଡିଥିଲା। ଏ ନେଇ ତୁରନ୍ତ ଦମକଳ ବିଭାଗକୁ ସୂଚନା ଦିଆଯାଇଥିଲା।

ଭିଲ୍ଲେପାର୍ଲେ ୱେଷ୍ଟର ଶ୍ରୀବଲ୍ଲି ଆପାର୍ଟମେଣ୍ଟରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ନିଆଁ ଲାଗିବାର କାରଣ ସମ୍ପର୍କରେ ଜଣା ପଡିନଥିବା ବେଳେ ବିଲ୍ଡିଂରେ କେତେ ଲୋକ ଫସି ରହିଛନ୍ତି ତାର ମଧ୍ୟ ସୂଚନା ମିଳି ନାହିଁ। ଦମକଳ ବିଭାଗ କର୍ମଚାରୀ ଉଭୟ ସିଡି ଓ ବିଲ୍ଡିଂ ଭିତରେ ଉପରକୁ ଯିବାକୁ ଥିବା ରାସ୍ତାରେ ଘଟଣା ସ୍ଥଳକୁ ପହଞ୍ଚିବା ଲାଗି ଉଦ୍ୟମ ଚଳାଇଛନ୍ତି।

   Related Posts