ତିନିକୋଶିଆ ଜଙ୍ଗଲରେ ଲାଗିଲା ନିଆଁ, ଦମକଳ ବାହିନୀ ନାକେଦମ୍
27/01/2021 at 11:04 PM

ନୀଳଗିରି୨୭/୧: ନୀଳଗିରି ବନଖଣ୍ଡ ଅଧୀନ ତିନିକୋଶିଆ ଜଙ୍ଗଲରେ ପାଞ୍ଚ ଗୋଟି ପୃଥକ ସ୍ଥାନରେ ଲାଗିଲା ନିଆଁ। ଆଜି ସନ୍ଧ୍ୟା ୭ ଟା ସମୟରେ ଏଭଳି ଘଟଣା ଘଟିଛି। ଗଛପତ୍ର ପୋଡି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ୨ଟି ଅଗ୍ନିଶମ ଗାଡି ସହ ଅଗ୍ନିଶମକର୍ମଚାରୀ ଓ ନୀଳଗିରି ବନ କର୍ମଚାରୀ ମୃତୟନ ରହି ନିଆଁକୁ ଆୟତ କରିଛନ୍ତି। ତେବେ କେଉଁ କାରଣରୁ ଜଙ୍ଗଲରେ ଲାଗିଲା କାରଣ ଅସ୍ପଷ୍ଟ ଥିବାବେଳେ ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ଅନୁମାନ କରାଯାଉଛି।
Related Posts
ଟ୍ରାକ୍ଟର ମାଡିଯାଇ ଡ୍ରାଇଭରଙ୍କ ମୃତ୍ୟୁ
25 February 2021