ଧାନ ବିଲରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ଧାନ ଜଳିପୋଡି ପାଉଁଶ
9/01/2021 at 7:25 PM

ପଟ୍ଟାମୁଣ୍ଡାଇ୯/୧: ଧାନ ବିଲରେ ଲାଗିଲା ନିଆଁ। ପ୍ରାୟ ଦୁଇ ଏକ ଜମି ନିଆଁ ଲାଗିଛି। ଏହି ଅଗ୍ନିକାଣ୍ଡରେ ଧାନ ପୋଡିଜଳି ପାଉଁଶ ହୋଇଛି। ପଟ୍ଟାମୁଣ୍ଡାଇ ମଙ୍ଗଳପଡା ଭେଡାରେ ଏଭଳି ଅଘଟଣ ଘଟିଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଧାନ ଜଳିପୋଡି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଏବଂ ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ କରିଛନ୍ତି। କିପରି ନିଆଁ ଲାଗିଲା, ତାହା ବର୍ତ୍ତମାନସୁଦ୍ଧା ଜଣାପଡି ନାହିଁ।
Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021