କଟକ ଏଆର୍ସିରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟ ଜାରି
28/01/2021 at 6:41 PM

କଟକ୨୮/୧: କଟକ ଏଆର୍ସିରେ ଅଗ୍ନିକାଣ୍ଡ। କଟକ ଚୌଦ୍ବାର ଚାରିବାଟିଆ ଏଆର୍ସିରେ ଭୟାବହ ଅଗ୍ନିକାଣ୍ଡ। ନିଆଁ ଲିଭା କାର୍ଯ୍ୟରେ ଚୌଦ୍ବାର ଏବଂ ଏଆର୍ସିର ଦମକଳ ବାହିନୀ ନିୟୋଜିତ ହୋଇଛି। ବର୍ତ୍ତମାନ ସୁଦ୍ଧା ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ଦୀର୍ଘ ସମୟ ହେବ, ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ହୁତୁହୁତୁ ହୋଇ ନିଆଁ ଜଳୁଛି। କିପରି ନିଆଁ ଲାଗିଲା, ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ।
Related Posts
ନବୀକରଣ ହେବ ଆଠଗଡ଼ ପୁରୁଣା ତହସିଲ କାର୍ଯ୍ୟାଳୟ
3 March 2021