ସୁନ୍ଦରଗଡ କାଉଣ୍ଟିଂ ହଲ୍‌ରେ ଲାଗିଲା ନିଆଁ, ମତଗଣନା ବାଧାପ୍ରାପ୍ତ

Published By : Prameya-News7 Bureau | May 23, 2019 IST

ସୁନ୍ଦରଗଡ ୨୩|୫: ସୁନ୍ଦରଗଡ କାଉଣ୍ଟିଂ ହଲ୍ ରେ ନିଆଁ ଲାଗିଛି । ଫଳରେ ଏଠାରେ ମତଗଣନା ବାଧାପ୍ରାପ୍ତ ହୋଇଛି । ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିବା ପାଇଁ ଉଦ୍ୟମ ଜାରି ରଖିଛି ।

{"id":115066}

ମତଗଣନା ଅଧିକାରୀ ଓ କର୍ମଚାରୀଙ୍କୁ କାଉଣ୍ଟିଂ ହଲରୁ ବାହାର କରାଯିବା ସହ ଷ୍ଟ୍ରଙ୍ଗ ରୁମ୍ ରୁ ଇଭିଏମ ସ୍ଥାନାନ୍ତର କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.