Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ଅଗ୍ନିକାଣ୍ଡରେ ଜଳିଗଲା ବାବା ଆଖଣ୍ଡଳମଣିଙ୍କ ଭଣ୍ଡାରଘର

15/11/2019 at 8:07 AM

ଚାନ୍ଦବାଲି ୧୫।୧୧: ଭଦ୍ରକ ଜିଲ୍ଲା ଅନ୍ତର୍ଗତବାବା ଆଖଣ୍ଡଳମଣିଙ୍କ ପୀଠରେ ଅଗ୍ନିକାଣ୍ଡ ଘଟି ଜଳିଗଲା ଭଣ୍ଡାରଘର ।  ଅଗ୍ନିକାଣ୍ଡରେ ଠାକୁରଙ୍କ  ଅଳଙ୍କାର,  ଆସବାବପତ୍ର, ବାସନ ସହ ଲକ୍ଷାଧିକ ଟଙ୍କାର ଜିନିଷ ପୋଡି ପାଉଁଶ ହୋଇଯାଇଛି।  ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି  ।

ସୂଚନାଯୋଗ୍ୟ  ଯେ, ସେବାୟତମାନେ ଠାକୁରଙ୍କ  ସମସ୍ତ ନୀତିକାନ୍ତି ସାରି ପହଡ଼ ଦେଇ ଯାଇଥିଲେ, କିନ୍ତୁ ଭଣ୍ଡାରଘରୁ ପ୍ରବଳ ମାତ୍ରାରେ ଧୂଆଁ ବାହାରୁଥିବାର  ଦେଖି ଦୁଇ ଜଣ ସିକୁରିଟି ଦେଖିବାକୁ ପାଇଥିଲେ. । ଅଗ୍ନିକାଣ୍ଡର ଖବର ମନ୍ଦିର ପରିଚାଳକଙ୍କୁ ଜଣାଯିବା ସହ ନିଆଁ କୁ ଆୟତ କରିବା ପାଇଁ ସମସ୍ତ ଚେଷ୍ଟା କରାଯାଇଥିଲା । ନିଆଁର ପ୍ରକୋପ  ଏତେ ମାତ୍ରାରେ ଥିଲା ଯେ ସବୁ ପୋଡି ପାଉଁଶ ହୋଇଯାଇଥିଲା ।   ଘଟଣାସ୍ଥଳରେ ଧାମନଗର ଅଗ୍ନିଶମ  ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ. ।

   Related Posts