Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପଟ୍ଟାମୁଣ୍ଡାଇ ରାଜନଗର ପେଣ୍ଠ ଜିଓଟିୟୁବ ପ୍ରକଳ୍ପରେ ଅଗ୍ନିକାଣ୍ଡ : ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

25/08/2019 at 9:38 AM

କେନ୍ଦ୍ରାପଡ଼ା ୨୫/୮: ପଟ୍ଟାମୁଣ୍ଡାଇ ରାଜନଗର ପେଣ୍ଠ ଜିଓଟିୟୁବ ପ୍ରକଳ୍ପରେ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ ରାଜନଗର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ନିଆଁ ଲାଗିବାର କାରଣ ଜଣାପଡିନି । ରାଜନଗର ବ୍ଲକର ୫୪ଟି ସମୁଦ୍ର କୁଳିଆ ଗାଁକୁ ସୁରକ୍ଷା ଦେବା ପାଇଁ ପ୍ରକଳ୍ପ ୩୩ କୋଟି ଟଙ୍କା ବ୍ୟୟରେ ପ୍ରକଳ୍ପ ନିର୍ମାଣ କରାଯାଇଥିଲା ।

   Related Posts