ରାଜ୍ୟର ଅଗ୍ନିଶମ ବିଭାଗରେ ସାମିଲ ହୋଇଛି ୧୦ଟି ଅତ୍ୟାଧୁନିକ ଜ୍ଞାନ କୌଶଳ ଅଗ୍ନିଶମ ଗାଡି
2/09/2018 at 2:02 AM

ଅଗ୍ନିକାଣ୍ଡ ଓ ଅନ୍ୟ ବିପତ୍ତି ମୁକାବିଲା ଏବେ ଆଗ୍ନିକଙ୍କ ପାଇଁ ବେଶି ସହଜ ହେବ । କାରଣ ରାଜ୍ୟ ଅଗ୍ନିଶମ ବିଭାଗରେ ସାମିଲ ହୋଇଛି ୧୦ଟି ଅତ୍ୟାଧୁନିକ ଜ୍ଞାନ କୌଶଳ ଯୁକ୍ତ ୧୦ ଟି ଅଗ୍ନିଶମ ଗାଡି । କଟକ ଗଡଗଡିଆ ଠାରେ ୪ଘଣ୍ଟାର ପରୀକ୍ଷା ନୀରିକ୍ଷା ପରେ ଏହି ଗାଡ଼ି ଗୁଡିକୁ ସାମିଲ କରିଥିବା ଅଗ୍ନିଶମ ବିଭାଗ ଏବେ ବେଶ୍ ପଜିଟିଭ୍ ।