ରାସ୍ତା ଉପରେ ଜଳିଗଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍ପର
25/06/2019 at 8:13 AM

ଘଟଗାଁ ୨୫|୬: କେନ୍ଦୁଝର ଜିଲ୍ଲା ଘଟଗାଁ କଲେଜ ଛକ ନିକଟରେ ଦଶ ଚକିଆ ଟ୍ରକ୍ ଜଳିଯାଇଛି । ଅଳ୍ପକେ ବର୍ତ୍ତିଯାଇଛନ୍ତି ଡ୍ରାଇଭର ଓ ହେଲପର । ଡାଇଭରସନରେ ଗାଡିଟି ଧକ୍କା ହେବା ଫଳରେ ଗାଡିଟିରେ ନିଆଁ ଲାଗି ଯାଇଥିଲା । ଖବର ପାଇ ଘଟଗାଁ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଛି । ଉଭୟ ଡ୍ରାଇଭର ଓ ହେଲପର ଫେରାର ହୋଇ ଯାଇଛନ୍ତି । କେନ୍ଦୁଝର ପଟୁ ଲୁହାପଥର ବୋଝେଇ ଟ୍ରକଟି ପାରାଦ୍ବୀପ ଯାଉଥିଲା ।
Related Posts
ବାଇକ୍ ଆରୋହୀଙ୍କ ଉପରେ ମାଡିଗଲା ହାଇୱା, ଘଟଣାସ୍ଥଳରେ ମୃତ୍ୟୁ
21 April 2021
ବ୍ଲାକ କମାଣ୍ଡୋ କହି ଠକିଲେ ଲକ୍ଷ ଲକ୍ଷ ଟଙ୍କା, ଏବେ ଥାନାରେ…
21 April 2021
ଜମି ପାଇଁ ଗଲା ଭକ୍ତଙ୍କ ଜୀବନ, ଅଭିଯୁକ୍ତ ଫେରାର
21 April 2021